STORYMIRROR

Gyanendriya Dash

Inspirational Children

4  

Gyanendriya Dash

Inspirational Children

ଯାତ୍ରା

ଯାତ୍ରା

1 min
344


ବାର ମାସେ ତେର

ଯାନି ଯାତରା,

ଧାଡ଼ି ଧାଡ଼ି ବସେ

କେତେ ପସରା ।


ଭିଡ଼ କରିଥାନ୍ତି

ଦେଖଣା ହାରୀ,

ପୂଜା ପାର୍ବଣରେ

କରି ଗୁହାରୀ ।


ଅକ୍ଷୁର୍ଣ୍ଣ ସଂସ୍କୃତି

ପରମ୍ପରାକୁ,

ଭୁଲି ଯାଇ ଜାତି

ଧର୍ମ ବର୍ଣ୍ଣକୁ ।


ଏକତା ରଜ୍ଜୁରେ

ବାନ୍ଧି ସଭିଙ୍କୁ,

ଖୁସି ଆନନ୍ଦରେ

ପରସ୍ପରକୁ ।


ଧନୀ ଗରୀବର

ନାହିଁ ଟି ଭେଦ,

ଖୁସି ଉଲ୍ଲାସରେ

କେତେ ଆନନ୍ଦ ।


ଆସୁଥାଉ ସଦା

ଯାତ୍ରା ପରବ,

ଫେରି ଆସୁ ଆମ

ହୃତ ଗୌରବ ।



Rate this content
Log in

Similar oriya poem from Inspirational