STORYMIRROR

Suresh chandra Padhy

Inspirational

2  

Suresh chandra Padhy

Inspirational

ଯାତନା

ଯାତନା

1 min
74


ଜୀବନେ କେତେ ସୁଖ ଦୁଃଖ ଆସୁଛି

ସବୁ ସହି ସହି ଦିନ ବିତି ଯାଉଛି

ଜାତନା କିଏ କେବେ ଜୀବନେ ଦେଉଛି

ନା କାହାକୁ କହି ହେଉଛି

ନା ପୁଣି ସହି ହେଉଛି

ଜୀବନ ଟି ସତ ରେ କେତେ ମୂଲ୍ୟବାନ

ହେଲେ ଶାନ୍ତି ଯଦି ନାହିଁ ବ୍ୟର୍ଥ ଲାଗେ ଜୀବନ

ମାନସିକ ଯାତନା ଭାରି କଷ୍ଟ ଦିଏ ମନକୁ

ଯିଏ ସହିଛି ଅନୁଭବ କରିଛି ବୁଝି ପାରଇ ତାକୁ

ଜୀବନ ଟା ଅଳ୍ପ ଦିନ ପାଇଁ ସଂସାର କୁ ଆସିଛି

ହେଲେ ଏଠି ଦୁଃଖ କଷ୍ଟ କେବେ କାହା ଠୁ ପାଇଛି

ଯଦି ହସ ଖୁସି କାହାକୁ ନ ଦେଇ ପାରିବା

ଜାତନା ଦେବା ନାହିଁ

ଦୁନିଆକୁ ଅତିଥି ହୋଇ ଆସିଛେ

ଭଲ ପାଇବା ସଭିଙ୍କୁ ଆପଣାଇ

କାହା ପ୍ରତି ରାଗ ହିଂସା ମନେ ରଖିବା ନାହିଁ

ଏଇ ଜୀବନ ଈଶ୍ୱର ଙ୍କ ଦାନ

ବଞ୍ଚିଥିବା ପ୍ରଭୁ ନାମ ନେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational