STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଉଠ ସନ୍ତାନ

ଉଠ ସନ୍ତାନ

1 min
316

ଉଠ ସନ୍ତାନ ଉଠ ସନ୍ତାନ

ଉଠ ସନ୍ତାନ ଉଠ ସନ୍ତାନ

ଭାରତ ମାଆ ର

କେତେ ଦିନ ଆଉ ଧନ

ଶୋଇଥିବୁ ବାଇମନ

ଉଠି ଯାଆ ଉଠି ଯାଆ

ଆଳସ୍ୟ ଛାଡି ମୋ ଧନ

ଚାଲିବାକୁ ଅଛି ପଥ ବହୁ ଦୂର

କରିବାକୁ ଅଛି କାର୍ଯ୍ୟ ବହୁ ତୋର

ତୁ ଚାହିଁଲେ ଶୀର୍ଷେ ଉପନୀତ ହେବୁ

ସାଜି ଜଣେ ନିଜେ ବୀର

ଦେଖରେ ଦୁନିଆ ଦୃୃତେ ମାଡ଼ି ଅଛି

ଭାରତ ଅଛି ପଛରେ

କର୍ପୁର ଉଡିଛି କନା ପଡି ଅଛି

ଆଣିବା ଯେ ପୁଣି ଥରେ

ଉଠରେ ଉଠରେ ଭାରତ ଭୂମିରେ

ଅଛ ଯେତେ ମା ସନ୍ତାନ

ଆଣିବାକୁ ହେବ ତା ପୂର୍ବ ଗୌରବ

ରଖିବା ତାର ସମ୍ମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract