STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଉତ୍ତେଜନା

ଉତ୍ତେଜନା

1 min
149

ଥରଟିଏ ଭୁଲିଯାଅ

ଉତେଜନା

ଥରଟିଏ ଭୁଲିଯାଅ

ପାପି ଆଉ ସୈତାନର

ଠିକଣା

ତାପରେ ରଙ୍ଗୀନ

ସ୍ୱପ୍ନରେ

ମସଗୁଲ ହୁଅ

ତାପରେ

ସ୍ୱର୍ଗ ଗଢିଦିଅ

କାହିଁକି ନା

ନଦୀ ଆଉ ନାରୀ

କୂଳ ଲଙ୍ଘିଲେ

ଖାଲି ବନ୍ୟା ହିଁ ହୁଏ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational