STORYMIRROR

❤️ Sampurna Mishra

Classics

3  

❤️ Sampurna Mishra

Classics

..... ❤️.......

..... ❤️.......

1 min
132

ବସିଥିଲି ଏକା ଛାତ ଉପରେ

ରାତି ର ସେହି ଅନ୍ଧକାର ରେ

ଦେଖା ହେଲେ ତାରା ମାନେ

ପଚାରି ଲେ ଆସି ମୋର କାନେ

କୁଆଡେ ଗଲା ତୋର ପୂର୍ଣମୀ ଚାନ୍ଦ

ଯାହା ର ତୁ ଅଟୁ ଚାନ୍ଦିନୀ

ମୁ ମନ କୁ ମାରି କହିଲି

ସେ କୋଉଠି ଅଛି ମୁ ଜାଣିନି ।


ଯାଇଥିଲି ଆଜି ବୁଲିବା ପାଇଁ

ଦେଖା ହେଲେ ପକ୍ଷୀ ମାନେ

ଚେଁ ଚେଁ ଶବ୍ଦ କରି ପଚାରି ଲେ ମୋର କାନେ

କୁଆଡେ ଗଲା ଆଜି ତୋର ମାଳି

ଯାହା ବଗିଚା ର ଅଟୁ ତୁ ଫୁଲ

ମୁ ମନ କୁ ଶାନ୍ତ କରି କହିଲି

ଜାଣିନି ତୁମେ କୁଆଡେ ଗଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics