STORYMIRROR

❤️ Sampurna Mishra

Classics

3  

❤️ Sampurna Mishra

Classics

ଫେରି ଆସ ମାଉସୀ

ଫେରି ଆସ ମାଉସୀ

1 min
188

 ନା ଯେମିତି କଥା ସେମିତି

କାମ ସେମିତି ସ୍ନେହ ସେମିତି

ହସାଅ ଖାଲି କେବେ କାନ୍ଦିବା କୁ ଦିଅନି

ଏମିତି ଛାଡି ଗଲ ଯେ ଲୁହ ଜମା ଶୁଖୁନି ।


ନା ତୁମ ର ଥିଲା ପୁଷ୍ପଶ୍ରୀ

ଫୁଲ ପରି ଥିଲ ତୁମେ କୋମଳ

ସକାଳେ ଫୁଟି ସଞ୍ଜ ରେ ଝଡିଗଲ

ଅସୁମାରୀ ଆଶା ସ୍ବପ୍ନ ସବୁ ଭାଙ୍ଗିଦେଲ

ଆମ ସମସ୍ତ ଙ୍କ ମନ ରେ ସ୍ମୁତି ହେଇ ରହିଗଲ ।


ତୁମ ପରି ଆଉ କିଏ ସେ ହେବ

କୋଳେ ଧରି ପେଟେ ଗେଲ୍ହା କରିବ

ନ ଖାଇ ଥିଲେ ସେ ଖୁଆଇ ଦେବ

ଅବୁଝା ହେଲେ ମନ ପସନ୍ଦ ଜିନିଷ କିଣି ସେ ଦେବ

ଶୋଇଲା ବେଳେ କିଏ ଦେବ

ଆଉ ଆମର ମୁଣ୍ଡ ଆଉଁସି

ଫେରି ଆସ ତୁମେ ମାଉସୀ ।



Rate this content
Log in

Similar oriya poem from Classics