ହାପି ବାର୍ଥଡେ ଅନମୋଲ
ହାପି ବାର୍ଥଡେ ଅନମୋଲ
1 min
134
ଜନ୍ମ ଦିନ ର ଢେର ସାରା ଅଭିନନ୍ଦନ
ଶୁଭେଚ୍ଛା
ଈଶ୍ୱର ଙ୍କ ଆଶିଷ ରୁ ପୂର୍ଣ୍ଣ ହେଉ
ସବୁ ତୁମ ଇଚ୍ଛା...।
ସମସ୍ତଙ୍କ ଠୁ ଅଲଗା ତୁମେ
ସବୁଠାରୁ ସ୍ପେଶାଲ
ସେଥିପାଇଁ ତୁମ ନାମ ଦିଆ ହେଲା
ଅନମୋଲ.. ।
ସବୁବେଳେ ହସୁଥାଅ ଖୁସି ରେ ରୁହ
ମାଆ ବାପା ଗୁରୁଜନଙ୍କ ଆଶୀର୍ବାଦ ରେ ଭଲ ରେ ରୁହ..
ଢେର ସାରା ଶୁଭେଚ୍ଛା ଓ ଶୁଭକାମନାଦେଇ
ସୁନ୍ଦର ଗୋଟେ କବିତା ଟିଏ ତୁମ ପାଇଁ ଲେଖି ଅନେକ ସାରା ଅଭିନନ୍ଦନ ଜଣାଉଛି ମୁହିଁ... ।।
