STORYMIRROR

❤️ Sampurna Mishra

Inspirational Children

3  

❤️ Sampurna Mishra

Inspirational Children

ଟିଭି

ଟିଭି

1 min
115

ଆଜି ବହୁତ ଦିନ ପରେ ଦେଖିଲି ମୁ ଟିଭି

ଆହାଃ କେଡେ ସୁନ୍ଦର ଥିଲା ସେହି ରଙ୍ଗ

ବେରଙ୍ଗ ର ଛବି।

ଲଗେଇଲି ନିଉସ ଚେନେଲ ବାହାରିଲା

ଦେଶ ବିଦେଶ ର ଖବର

ପୁଣି ଲଗାଇଲି ମିଓସିକ ଚେନେଲ ମୋର

ପ୍ରିୟ କଳାକାର ହ୍ୟୁମାନ ସାଗର।

ଦେଖିଲି ମୁ ଦଶଟି ଗୀତ ରୋମାଣ୍ଟିକ

ବିରହ ର ମିଳନ ସେତ

ପୁଣି ଲଗାଇଲି ସ୍ପୋର୍ଟ୍ସ ଚ୍ୟାନେଲ

ଚାଲିଥିଲା କ୍ରିକେଟ ଖେଳ

ଘଣ୍ଟା କୁ ଯେବେ ଚାହିଁଲି ଗଡି ଗଲାଣି

ମୋ ସକାଳ ଖାଇବା ବେଳ।

ତରଙ୍ଗ ସାର୍ଥକ ପୁଣି କଲର୍ସ

ସିଦ୍ଧାର୍ଥ ଟିଭି ରେ ଚାଲିଚି ପୁଣି ରେକଡ୍ୟାନ୍ସ

ଦେଉଥିଲା ମୋର ପ୍ରିୟ ସିରିଏଲ ସି ଆଇ ଡି

ବାପା ଆସିକଲେ ମତେ ଗାଇଡ଼।

କହିଲେ ସକାଳୁ ଏ ପର୍ଯ୍ୟନ୍ତ ଧରା ହେଲାଣି କି ବହି

ଜଲଦି ଉପରକୁ ଯା ଏ ଟିଭି ବନ୍ଦ କରି ଦେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational