Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abismita Mishra

Classics

3  

Abismita Mishra

Classics

Happy birthday Bandana

Happy birthday Bandana

1 min
130


ବର୍ଷା ର ଛିଟା

ଆହାଃ କି ମିଠା

ସୁନ୍ଦର ତାର ବାସ୍ନା

ଜନ୍ମ ଦିନ ର ଅଶେଷ ଅଶେଷ ଶୁଭକାମନା ତୁମ କୁ ବନ୍ଦନା ।


ପୁନେଇଁ ରାତି ରେ ପୂର୍ଣମୀ ଜହ୍ନ

କେତେ ମନୋହର ସତରେ

ତାର ଜୋଛନା

ପୂର୍ଣ ହେଉ ତୁମ ସବୁ ମନୋସ୍କାମନା

ଜନ୍ମ ଦିନ ର ଶୁଭେଚ୍ଛା ସହ ଶୁଭକାମନା ବନ୍ଦନା ।


କଳା ମେଘ ଦେଖି ଖୁସି ରେ ପାଗଳୀ

ହୁଏ ମୟୁର

ବିଜୁଳି ଶବ୍ଦ ଶୁଣି ନାଚିବା କୁ ହୁଏ

ସେ ଆଗଭର

ସେ ଦୃଶ୍ୟ କେତେ ରାମଣୀୟ

ଖୁସି ହୁଏ ଦେଖିଲେ ଆମର ମନ

ବନ୍ଦନା ତୁମ କୁ ଜନ୍ମ ଦିନ ର ହାର୍ଦିକ ଅଭିନନ୍ଦନ. ।


ରୂପ ରେ ଯେମିତି ସୁନ୍ଦର

ଗୁଣ ରେ ବି ଠିକ ଭରପୁର ।


କଥା ଯେମିତି ମଧୁର

ହସ ରୁ ଝରେ ମୁକ୍ତା ତୁମର ।


ଜନ୍ମ ଦିନ ର ଅନେକ ଶୁଭେଚ୍ଛା

ପୂର୍ଣ ହେଉ ତୁମ ର ସବୁ ସ୍ୱପ୍ନ ଆଉ ଇଛା ।


Rate this content
Log in

Similar oriya poem from Classics