STORYMIRROR

❤️ Sampurna Mishra

Classics

3  

❤️ Sampurna Mishra

Classics

ଲୁହ

ଲୁହ

1 min
112

ଜାଣି ଛନ୍ତି ଯେଉଁ ମାନ ଙ୍କ ଆଖି ରେ

କେବେ ଲୁହ ଆସୁ ବୋଲି

ଆମେ ଚାହିଁ ନଥାନ୍ତି

ପକୃତରେ ସେହି ଲୋକ ମାନେ ହିଁ

ଆମ ଆଖି ର ଲୁହ ଶୁଖି ବା ପାଇଁ ଦିଅନ୍ତି ନି ।


ଲୁହ ର ମୂଲ୍ୟ କଣ ତାକୁ ପଚାରି ବୁଝନ୍ତୁ

ଯିଏ କି ତାର ସବୁ ଠୁ ଅଧିକ ନିଜ ଲୋକ ଟାକୁ

ଅନ୍ୟ କାହା ର ଖୁସି ପାଇଁ ତ୍ୟାଗ କରି ଦେଇ ଥିବ

ଯାହା କୁ ନିଜ ର ଜୀବନ କହୁଥିଲା

କେମିତି ତା ଠୁ ଦୁରେଇ ମରି ମରି ବଂଚିଥିବ ।


Rate this content
Log in

Similar oriya poem from Classics