STORYMIRROR

❤️ Sampurna Mishra

Classics

3  

❤️ Sampurna Mishra

Classics

ତୁମେ

ତୁମେ

1 min
183

ତୁମେ ଶୁଣିବ ବୋଲି ମୁ କହୁଛି

ତୁମେ ପଢିବ ବୋଲି ତ ମୁ ଲେଖୁଛି

ତୁମେ ଦେଖିବା ପାଇଁ ମୁ ଛବି ଆଂକୁଛି

ତୁମ ଜନ୍ମ ପାଇଁ ତ ମୁ ଏ ଦୁନିଆ କୁ ଆସିଛି ।


ତୁମେ ମୋ କାଳୀ ମୁ କବିତା

ତୁମେ ମୋ ମାଳି ମୁ ବଗିଚା

ତୁମେ ମୋ ଭାବନା ମୁ କଳ୍ପନା

ତୁମେ ମୋ ଲେଖା ମୁ ବର୍ଣନା ।


ତୁମେ ମୋ ହୃଦୟ ମୁ ସ୍ପନ୍ଦନ

ତୁମେ ମୋ ଆଖି ମୁ ସପନ

ତୁମେ ମୋ ଆତ୍ମା ମୁ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics