STORYMIRROR

❤️ Sampurna Mishra

Romance Tragedy Others

3  

❤️ Sampurna Mishra

Romance Tragedy Others

ଉଆଁସୀ କନ୍ୟା...

ଉଆଁସୀ କନ୍ୟା...

1 min
14

ଭାଗ୍ୟ ରେ ନାହିଁ ଖୁସି ଟିକିଏ

ଆଖି ରେ ଲୁହ ର ବନ୍ୟା..

ପୂର୍ଣମୀ ରାତି ର ନୁହଁ ପୁନେଇଁ ଜହ୍ନ

ଅମାବାସ୍ୟା ର ଉଆଁସୀ କନ୍ୟା...

ଆଖି ରେ ସାଇତେ ଅସୁମାରୀ ସପନ

ସପନ ହେଇଯାଏ ଚୁନା

ଭଲ ପାଇବା ର ପ୍ରତି ବଦଳ ରେ

ପ୍ରେମ ଟିକେ ନାହିଁ ମିଳେ ଖାଲି ପ୍ରତାରଣା

ନୁହେଁ ମୁ ପୁନେଇଁ ଜହ୍ନ ର ଶୀତଳ ଜୋଛନା

ଅମାବାସ୍ୟା ର ଉଆଁସୀ କନ୍ୟା..


Rate this content
Log in

Similar oriya poem from Romance