Biplab Pati
Abstract Romance
ପ୍ରିୟତମା !
ତୁମ ଦୁଇହାତର ପାପୁଲି ଭିତରେ
ମୋ ପ୍ରେମ
ମାତ୍ର
ଜଳନ୍ତା ଦିଆସିଲି କାଠିଟିଏ
ଯେନ ତେନ ପ୍ରକାରେ
ଆୟୁଷ ବଢ଼େଇ ନ ପାରୁଛ ଯଦି
ଦୁଇ ଓଠର ଫାଙ୍କରୁ ଫୁ୍ଙ୍କିଦିଅ ଥରେ
ତୁମ ସେ ଉଡ଼ନ୍ତା ଚୁମ୍ବନର ସ୍ପର୍ଶରେ
ବାସ
ମୁଁ ମୋ ମୃତ୍ୟୁକୁ ଆଲିଙ୍ଗନ କରେ...
କରୋନା
ଆଖିଏ ଆକାଶ
ବଇଁଶୀ
ଦୋଳି
ପୂର୍ଣ୍ଣଛେଦ
ଚୋରାବାଲି
ପ୍ରେମ : ଡିମିର...
କୋଣାର୍କରେ ପଥର...
ଉଲ୍କା
ଗୋଧୂଳି
ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେତ୍ରରେ ପଥ ପ୍ରଦର୍ଶନ... ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେ...
ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ତୁଟି ଯିବ ମୋହ କାୟା... ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ...
ଚାକିରୀ ଚାକିରୀ
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ହୁଅନ୍ତୁ ଅନୁପ୍ରାଣିତ ... ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ...
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ଈର୍ଷା ଈର୍ଷା
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ସେ ଦିନର ରାମଲୀଳା ଆଜି ଆଉ ନାହିଁ ଯାତ୍ରା ଦଳ କରୁଛନ୍ତି ସାମାଜିକ ବହି। ଫୁଙ୍ଗୁଳା ନାଚରେ ଫାଟେ ତ ସେ ଦିନର ରାମଲୀଳା ଆଜି ଆଉ ନାହିଁ ଯାତ୍ରା ଦଳ କରୁଛନ୍ତି ସାମାଜିକ ବହି। ଫୁଙ୍ଗୁଳା ନାଚରେ...
ଅଧୁରା ସପନ ଅଧୁରା ସପନ
ସ୍ୱାଭିମାନ ସ୍ୱାଭିମାନ
ରଜକ କେବେ କି ଯଜ୍ଞାଚାର୍ଯ୍ୟ ଗ୍ରାହୀ ବେଦାଚ଼ାର୍ଯ୍ୟ ପାଠକଲେ, ଶୁକର ନୁହଇ କେବେବି ଗୋମାତା ସୂର୍ଯ୍ୟ ଚନ୍ଦ୍... ରଜକ କେବେ କି ଯଜ୍ଞାଚାର୍ଯ୍ୟ ଗ୍ରାହୀ ବେଦାଚ଼ାର୍ଯ୍ୟ ପାଠକଲେ, ଶୁକର ନୁହଇ କେବେବି ଗୋମ...