STORYMIRROR

Anita Dash

Abstract Inspirational Others

4  

Anita Dash

Abstract Inspirational Others

ସୁଖ କସ୍ତୁରି

ସୁଖ କସ୍ତୁରି

1 min
192


ପାଇ ପାଇ ତୁମେ ଅତୃପ୍ତ ଅଶାନ୍ତ

ଆମେ ପାଉ ନାହିଁ ନାହିଁ ରେ ସୁଖ,

ଆତ୍ମ ସନ୍ତୋଷର ବାଦଶାହ ଆମେ

ଜୀଇଁବାର କଳା ଆମଠୁ ଶିଖ।


ଘୂରିଘୂରି ସାରା ସଂସାର ଉନ୍ମାଦ

ଏଠି ସେଠି ମାଗ ସୁଖର ଭିକ,

ଆହା କେଡେ ଅଜ୍ଞାନୀ କସ୍ତୁରି ମୃଗ

ସୁଖ କସ୍ତୁରି ତୁମ ନାଭିରେ ସ୍ଥିତ।


********************


Rate this content
Log in

Similar oriya poem from Abstract