STORYMIRROR

Debadatta Jena

Classics Inspirational Thriller

3  

Debadatta Jena

Classics Inspirational Thriller

ଉଗ୍ରତାରା

ଉଗ୍ରତାରା

1 min
247


ସେ ମହାତନ୍ତ୍ରର ନୀଳବର୍ଣ୍ଣା କେବେ, 


କେବେ ତୁମେ ଲୋଳ ଜିହ୍ୱା, 


କରାଳ ବଦନା, ସର୍ପା ବଦ୍ଧା ତୁମେ, 


ତ୍ରିନୟନା, ଲମ୍ବୋଦରା, 


ଚତୁଃହସ୍ତା ଯେବେ,ବ୍ୟାଘ୍ରଚର୍ମlମ୍ବରା, 


ଏକ ଜଟା ସ୍ୱୟଂ ତାରା..!


ନୀଳ ପଦ୍ମ ହସ୍ତେ, ଖଡ୍ଗ କାତି ପୁଣି, 


ସ୍ୱ ମୁଣ୍ଡ ଖପରି ଧରା, 


ହେ ଶିବା ଧାତ୍ରୀ, ମଙ୍ଗଳ କାରିଣୀ, 


ନୀଳ ସରସ୍ବତୀ ମହାଶିବା..!


ତୁମେ ଅପରୂପା ସୁନୀଳ ଗଗନେ 


ତୁମେ ଯେ ଅପାସୋରା ତାରା, 


ସେ ବର୍ଣ୍ଣ ବିଭାର ଶୋଭାର ଅପାର 


ତୁମେ ଯେ ଅଲିଭା ତାରା.. !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics