STORYMIRROR

Manaswinee Dash

Abstract

2  

Manaswinee Dash

Abstract

ଉଦଣ୍ଡି ସୀତା

ଉଦଣ୍ଡି ସୀତା

1 min
53

ନୁଆ ବୋହୁ ଯେ ଆସିଲା ଘରକୁ, 

ସଭିଏଁ କହିଲେ ସୀତା, ସୀତା, 

ଯଦି ସବୁ ସହିଗଲା କୁହାଯାଏ, 

ବୋହୁ ଆମର ସତକୁ ସୀତା। 


ଯେବେ ବୋହୂଖୋଲିଲା ମୁହଁ, 

ସମ୍ଭାଳିଲାନୀ ଅନ୍ୟାୟ, 

ମନ କଷ୍ଟ ସବୁ ଗଲା କହି, 

କହିଲେ ଉଦଣ୍ଡି ସୀତା ଏଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract