STORYMIRROR

Binata Mohanta

Abstract Inspirational Children

3  

Binata Mohanta

Abstract Inspirational Children

ଉଡିବ ତ୍ରିରଙ୍ଗା ହୋଇ ଫର ଫର

ଉଡିବ ତ୍ରିରଙ୍ଗା ହୋଇ ଫର ଫର

1 min
114

ଦୀର୍ଘ ୨୦୦ବର୍ଷର ଇଂରେଜ ଶାସନ

୧୯୪୮ ମସିହା ଅଗଷ୍ଟ ୧୫ ତାରିଖରେ ହେଲା ଅବସାନ

ହୋଇଲା ଭାରତ ସ୍ବାଧୀନ

ବିଶ୍ଵ ଇତିହାସରେ ମିଳିଲା ଆମକୁ ସ୍ବତନ୍ତ୍ର ଦେଶର ମାନ ।।

ଅନେକ ସ୍ଵାଧୀନତା ସଂଗ୍ରାମୀଙ୍କ

ବଳିଦାନ ଓ ଅକ୍ଳାନ୍ତ ଚେଷ୍ଟାର ପରିଣାମ

ସୃଷ୍ଟି ହେଲା ନୂତନ ଭାରତ ଓ

ଇଂରେଜ ଶାସନକୁ କରିଲା ଦମନ ।।

ଇତିହାସ ପୃଷ୍ଠାରେ ଅନେକ

ବୀର ପୁରୁଷଙ୍କ ନାମ ଅଛି ଧାର୍ଯ୍ୟ

କିନ୍ତୁ ଏହି ସ୍ବାଧୀନତା ପଛରେ

ହଜାର ହଜାର ସଂଗ୍ରାମୀଙ୍କ ସ୍ବୈର୍ଯ୍ୟ ।।

ବର୍ତ୍ତମାନ ଆମେ ସ୍ବାଧୀନତାର

୭୪ବର୍ଷରେ କଲୁ ପଦାର୍ପଣ

ଏବେ ଭାରତ ସବୁ କ୍ଷେତ୍ରେ

ବିକଶିତ ଦେଶଙ୍କ ସହ ସମାନ ।।

ଭିନ୍ନତା ରେ ଏକତା ଏହାର ପରିଚୟ

ଶତ୍ରୁକୁ ଦମନ କରି ଭାରତର ହେଉ ଜୟ

ଭାରତ ପାଇଁ ଯେବେ ଯେବେ ଆଣିବା ଆମେ ଗୈାରବ

ଉଡିବ ତ୍ରିରଙ୍ଗା ହୋଇ ଫର ଫର ।।


                       


Rate this content
Log in

Similar oriya poem from Abstract