Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅମିତ୍ କୁମାର ସେଠୀ

Tragedy Others

4.5  

ଅମିତ୍ କୁମାର ସେଠୀ

Tragedy Others

ଉଡ଼ାଣ

ଉଡ଼ାଣ

1 min
224


ପକ୍ଷୀ ଶାବକ ଥଣ୍ଟ ରେ ମା ପକ୍ଷୀଟି ର

ଖାଦ୍ୟ ଭରିଦେବାରଦୃଶ୍ୟ ଅତିସାମାନ୍ଯ

କିନ୍ତୁ କେଡେମନୋରମ

କେତେକୋମଳ,

କେତେପ୍ରୀତିପଦଶୁଭେ ପକ୍ଷୀର କାକଳି

ଆନନ୍ଦ ମୁଖରିତ ସେମାନଙ୍କ ସଂସାର

ମାଆରଉଷୁମ କୋଳରୁ ଦିନେ

ପକ୍ଷୀ ଶାବକଟି ଉଡିଯିବ

ଏତଅତି ପ୍ରକୃତିର ଚିରାଚରିତ ନିୟମ !

ମା' ତଶାବକ ଡେଣାରେ

ଶକ୍ତି ଭରି ଦେବାପାଇଁ ସାଉଁଟୁ

ଥାଏ ଆହାର ଶିଖାଉ ଥାଏ

ତାକୁଉଡିବାରକୌଶଳ,

ଆଜିଯେବେ ଶାବକ ଟିଡେଣା ଫଡାକାଏ

ଆକାଶକୁଲମ୍ଫଦେବା ପାଇଁ

ମା କାହିଁକି ବିରସଆଖ୍ ରେ ଚାହିଁ ରହେ ?

ଏତଜଗତିକ ନିୟମ ଛାଡିଦିଅ ,

ଛାଡି ଦିଅ ତାକୁ ଉଡିବାକୁ ଦିଅ

ତାକୁ ବିସ୍ତାରିବାପାଇଁଦିଅ

ସେ ପରାତୁମ ଶକ୍ତିର ବାହକ !


Rate this content
Log in

Similar oriya poem from Tragedy