Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR. Sushree sangita Swain

Abstract

3  

DR. Sushree sangita Swain

Abstract

ଉଆଁସୀ କନ୍ୟା

ଉଆଁସୀ କନ୍ୟା

1 min
11.3K


ଅମାବାସ୍ୟା ତିଥିରେ ଭୂମିଷ୍ଟ ହେଲେ

ସଂଚରିଯାଏ ଭୟ,

କେଜାଣି ତା ଭାଗ୍ୟରେ

କଣ ଅଛି ଲେଖା?

କୈଶୋର ରେ ପାଦ ଦେବା କ୍ଷଣି

ବଢ଼ିଚାଲେ ଚିନ୍ତା ର ସୁଅ

ଯୌବନ ରେ ହଜିଯାଏ

ପିତା ମାତା ଙ୍କର ନିଦ |

ଆଖି ଲୁହ ପି ଯାଏ ଓଠ

ଉଆଁସୀ କନ୍ୟା ର ମୋହର ନେଇ

ଜୀଉଁଥାଏ ସୁଖେ ଦୁଖେ,

ଧୀରେ ଧୀରେ ଥମିଯାଏ

ତା ସ୍ବପ୍ନ ଦେଖାର ସୁଅ

ଅହଲ୍ୟା ର ଅଭିଶପ୍ତ ଜୀବନ

ଜୀଉ ଥାଏ ସେ ଉଆଁସୀ ଝିଅ ||



Rate this content
Log in

Similar oriya poem from Abstract