STORYMIRROR

Apalata Aruk

Abstract

2  

Apalata Aruk

Abstract

ତ୍ୟାଗରେ ପ୍ରେମର ଦୀପ୍ତି

ତ୍ୟାଗରେ ପ୍ରେମର ଦୀପ୍ତି

1 min
138

ବିଶ୍ୱାସଟେ ଥିଲେ ଭରସାଟେ ଥାଏ

ଥାଏ ଅସରନ୍ତି ପ୍ରୀତି,

ସ୍ନିିିଗ୍ଧ ଅନୁରାଗ ଶ୍ରଦ୍ଧା ସମର୍ପଣ

ତ୍ୟାଗରେ ପ୍ରେମର ଦୀପ୍ତି

ନିଜଠୁ ନିିିଜର ଜଣେ ଏକା ସିନା

ଦେଇପାରେ ପ୍ରତିଶ୍ରୁତି,

ଆଖି ପଲକରୁ ଦୂରେଇ ଦିଏନିିି

ହୃଦୟେ ରଖେ ସାଇତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract