STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ତ୍ୟାଗ ହିଁ ପ୍ରେମ

ତ୍ୟାଗ ହିଁ ପ୍ରେମ

1 min
142

ପ୍ରେମ ତ ସମସ୍ତେ କରନ୍ତି

ମଣିଷ ,ପଶୁପକ୍ଷୀ ,କୀଟ ପତଙ୍ଗ

ଏମାତି ସମସ୍ତ ଜୀବମାନେ


ହେଲେ ଏ ମଣିଷ କିଛି ଭିନ୍ନ

ଜାଣିବାରେ ହେଉ ବା କହିବାରେ

ପ୍ରେମ କରିବାରେ ହେଉ

ଅବା ସେ ଶିଖିବାରେ


ପାରଙ୍ଗମ ଅଟେ ଏ ମଣିଷ

କିନ୍ତୁ ପାଲଟିଯାଏ କେବେ କିଏ

ଏ ପ୍ରେମର ରଜ୍ଜୁ ଛିଡିଯିବା ଭୟେ

ନର ରୁ ରାକ୍ଷାସ ବା

ନାରୀ ରୁ ରାକ୍ଷାସୁଣୀ


କାହିଁକି ଆମେ ଆମ ଭିତରେ ଲଢୂ

ପ୍ରେମ କରିବା ପାପ ନୂହଁ

ହେଲେ ପ୍ରେମ ପାଇଁ ତ୍ୟାଗ ଚିନ୍ତା ରଖ

ସମାଜର ମଙ୍ଗଳ ହେବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract