Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Tragedy

4  

Jharana Rout

Tragedy

ତୁଟି ଗଲା ସବୁ ବନ୍ଧନ

ତୁଟି ଗଲା ସବୁ ବନ୍ଧନ

1 min
274



ହସ ଥିଲା, ଖୁସି ଥିଲା ସଭିଙ୍କ ମନରେ

   ଆଜି କାଇଁ ଫିକା ପଡିଲା ଏହି ସମ୍ପର୍କରେ

ସ୍ନେହ ଥିଲା ପ୍ରେମ ଥିଲା ମଧୁର ଥିଲା ବି ସମ୍ପର୍କ

    ଆଜି କାଇଁ ଝଡ ଆଣିଦେଲା ଏହି ଆମ ବନ୍ଧନରେ ||


ଭଉଣୀ ଭଉଣୀ ବୋଲି ଦିନ ବି କାଟୁଥିଲେ

  ଆଜି କାଇଁ ନିଶବ୍ଦ ହୋଇଗଲେ ନିଜ ନିଜ ରାସ୍ତାରେ 

ସତ ବୋଧେ ନଥିଲା ଏହି ଆମ ସମ୍ପର୍କ

   ସେଇଥିପାଇଁ ବୋଧେ ଆଜି ମଳିନ ପଡିଲା ||


ରାଗ ରୁଷା ସଭିଙ୍କ ମନରେ ଆଜି ବସା ବାନ୍ଧିଲା

       ଆଖିରେ ଆଜି ବହୁ ଅଶ୍ରୁ ଭରି ଦେଇଗଲା

ଦୁଃଖ, ସୁଖ, ହସ, ଖୁସି କେତେ ମିଶି ବାଣ୍ଟୁ ଥିଲେ

      ଆଜି ସେସବୁ ରହିଯିବ ନିଜ ନିଜ ମନରେ ||


        

     


Rate this content
Log in

Similar oriya poem from Tragedy