Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjun Sahu

Classics Inspirational Others

4  

Arjun Sahu

Classics Inspirational Others

ତୁମଲାଗି ଦେଶ ମୁକୁଳା ବନ୍ଦୀ

ତୁମଲାଗି ଦେଶ ମୁକୁଳା ବନ୍ଦୀ

1 min
525


ହେ ମହା ମାନବ ମହାତ୍ମାଗାନ୍ଧୀ

ତୁମ ଲାଗି ଦେଶ ମୁକୁଳା ବନ୍ଦୀ ।


ଅଣୋସ୍ତରୀ ଅକ୍ଟୋବର ଅଠର

ଧନ୍ୟ ହେଲା ଗୁଜୁରାଟ ନଗର ।


ଦେବ ଦୁତ ପରୀ ସରଗ ପୁରୁ

ଓହ୍ଲାଇ ଆସିଲ ଏ ଭାରତକୁ ।


ଦେଶ ବାସୀଙ୍କର ହାତରେ ବେଡି

ଦେଖୀ ନୟନରୁ ଝରିଲା ବାରି ।


ସତ୍ୟାଗ୍ରହ ଆନ୍ଦୋଳନ କରିଲ

ଅହିଂସାର ଅସ୍ତ୍ର ହାତେ ଧରିଲ ।


ବାନର ସେନାକୁ ସାଥିରେ ଧରି

ସ୍ବରାଜ ସ୍ବରାଜ ଛାଡିଲ ହୁରି ।


ଦୁର୍ଦ୍ଧଷ ଇଂରାଜ ଜାତି ହଟିଲା

ପରାଧୀନ ଜାତି ସ୍ବାଧୀନ ହେଲା ।


କୁଟିଖାଅ କାଟି ପିନ୍ଧ କହିଣ 

ବିଦେଶୀ ଦରବ କଲ ବର୍ଜନ  ।


ମରିବି ଅମର ଦେଶ ବକ୍ଷରେ

କୋଟିଏ ପ୍ରଣାମ ଜନ୍ମ ତିଥିରେ ।


Rate this content
Log in

Similar oriya poem from Classics