STORYMIRROR

Arjun Sahu

Inspirational Others

3  

Arjun Sahu

Inspirational Others

ମମତା ମୟୀ ମା

ମମତା ମୟୀ ମା

1 min
212

ମମତା ମୟୀ ତୁ ଜନନୀ ମୋହର

ସ୍ବର୍ଗ ଠାରୁ ମହୀୟସୀ

ଜନମ ଦେଇଣ କୋଳେ ଧରିଅଛୁ

କୋମଳ କରେ ଆଉଁଷି

ସଦା ହାସ୍ୟମୟୀ ମୁଖଟି ତୋହର

ଅମୃତ ତହୁଁ ଝରେ

ଚାହିଁ ଦେଲେ ଥରେ ଦୁଃଖ ଭୁଲିଯାଏ

ହସ ଫୁଟେ ଓଠ ଧାରେ

ଆଙ୍ଗୁଠି ଧରିଣ ଚାଲି ଶିଖାଇଲୁ

ମୁଖରେ ଦରୋଟି ଭାଷା

ଦୁଃଖରେ ସୁଖରେ ଛାଇ ପ୍ରାୟେ ଥାଉ

ମେଲି ସୁରକ୍ଷାର ଛତା

ପଥର ଦେଉଳେ ପଥର ଦେବତା

ପୂଜିବି କାହିଁକି ଯାଇ

ପୂଣ୍ୟ ତିଥିରେ ତୋହ ପାଦ ତଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational