STORYMIRROR

Arjun Sahu

Inspirational

3  

Arjun Sahu

Inspirational

ମୁକ୍ତିଦ ଜଗନ୍ନାଥ

ମୁକ୍ତିଦ ଜଗନ୍ନାଥ

1 min
211

ହେ ଅନାଦି ହେ ଅନନ୍ତ

ତୁମେ ଅବ୍ୟୟ ଅବ୍ୟକ୍ତ

ତୁମଠାରୁ ଆରମ୍ଭ 

ଆଉ ତୁମଠାରୁ ଶେଷ

ତୁମେ ସାଧନାର ସାଧ୍ୟ

ତୁମେ ତପସ୍ୟାର ସିଦ୍ଧି

ଭୂତଳୁ ବ୍ୟୋମ ଯାଏ

ତୁମେ ଥାଅ ବ୍ୟାପ୍ତ

ସବୁ ଦର୍ଶନର ପିଣ୍ଡ

ବ୍ୟାପିଅଛ ବିଶାଳ ବ୍ରାହ୍ମଣ୍ଡ

ତୁମେ ହେ ମୁକ୍ତିଦ

ତୁମେ ମୁକ୍ତିର କାରଣ

ତୁମେ ଯେ ମହାକାଳ

ସୃଷ୍ଟି ସ୍ଥିତି ପ୍ରଳୟର

ତୁମ ଠାରେ ଲୀନ କର ସକଳ ଜଗତ

ସେଥିପାଇଁ ଶଙ୍ଖ କ୍ଷେତ୍ର

ମହୋଦଧି କୁଳେ

ମୁକ୍ତି ପାଇ଼଼ ମେଲି ଦେଇଅଛ ସ୍ଵର୍ଗଦ୍ଵାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational