STORYMIRROR

kahnu charan sahu

Tragedy

2  

kahnu charan sahu

Tragedy

ତୁମକୁ

ତୁମକୁ

1 min
2.9K

ତୁମକୁ

ଭାବିନେଇଥିଲି ଈଶ୍ୱରୀ

ତୁମେ ନୟନେ ମୋର

ଶ୍ରାବଣକୁ ଦେଲ ଭରି


ତୁମକୁ

କରିଲି ନିଜଠୁ ନିଜର

ଭାବିଲନି କଥା ଥରେ

ହୃଦୟେ ଭରିଲ ଜହର


ତୁମକୁ

ନେଇ ସ୍ୱପ୍ନ ଗଢିଲି

ସରଳ ହୃଦୟରେ ମୋର

ଏକା କରି ଚାଲିଗଲ

କରିଦେଇ ପର


ତୁମକୁ

ଭଲପାଇ ସର୍ବାହରା

ହୋଇଲି ଦୁନିଆରେ

ତୁମ କଥା ମନେପଡେ ଯେବେ

ହୃଦୟ ଧିକ୍କାରେ


ତୁମକୁ

ମିଳୁ ଦୁନିଆର ଯେତେଖୁସି

ମୁଁ ବଂଚିବାର ପ୍ରୟାସରେ

ଅନେକ କଳା ଶିଖି ସରିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy