STORYMIRROR

Kalandi pal

Inspirational

3  

Kalandi pal

Inspirational

ତୁମେତ ଶ୍ରଦ୍ଧା ସବୁରି

ତୁମେତ ଶ୍ରଦ୍ଧା ସବୁରି

1 min
248

ନଉକା ବାହକ ପୁଅ ହୋଇ ସାଇ

  ହେଲ ସର୍ବ ଶକ୍ତିମାନ.

ଛୁଇଁଦେଲେ ରୋଗ ପ୍ରମାଦ ଗଣଇ

   ରୋଗର ବନିଲ ଯମ.

ସାଇ, ତୁମେ ସ୍ୱୟଂ ଭଗବାନ. l0l


କରୁଣା ସାଗର ଦୟାର ଭଣ୍ଡାର

  ଶିରିଡ଼ିରେ ବିଦ୍ୟମାନ

ଶିରିଡିରେ ଥାଇ ସବୁ ଘରେ ଥାଅ

  ରୂପେ ସତ୍ୟ ନାରାୟଣ.

ତୁମରି ଆଶିଷ ଶରଧା ବାରିରେ

  ପାପ କ୍ଷୟ ମିଳେ ପୂଣ୍ୟ. l1l


ତୁମେ ନେଇଯାଅ ପ୍ରେମର ବାଟରେ

  ରାଗ ହିଂସା ଦୂର କରି

ତୁମ ନାମ ନେଲେ ରୋଗ ଶୋକ ହରେ

   ତୁମେ ତ ଶ୍ରଦ୍ଧା ସବୁରି.

ଶିବଙ୍କ ସ୍ୱରୂପ ବିଭୁତି ବାଣ୍ଟୁଛ

   ବୁଝୁଛ ସବୁରି ମନ.l2l

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational