STORYMIRROR

shaikh mozahid mahatab

Romance

3  

shaikh mozahid mahatab

Romance

ତୁମେ

ତୁମେ

1 min
243



ତୁମେ କାହିଁ ଏତେ ଭଲଲାଗ ମତେ

ଜାଣେନା କାରଣ ତାର ।


ଖୋଜେ ରାତି ଦିନ ତତେ ଏଇ ମନ

ରହିବାକୁ ପାଖେ ତୋର ।


ହୃଦୟ କୁ ମୋର ପଚାରି ଦେଖ

କେତେ ଯେ ତୁମକୁ ଝୁରେ ।


ପାଗଳ ପ୍ରାୟ ସ୍ମୃତି ସାଗରେ 

ନୀତି ବୁଡି ବୁଡି ମରେ ।


ଫେରିବ ପ୍ରିୟା କଥା ଦେଇଥିଲ

ମନରୁ ପାସୋରି ଦେଲ ।


ତଥାପି ତୁମର ପଥକୁ ଚାହିଁଛି

ମନର ମାନସୀ ମୋର ।


ବରଷା ପାଲଟି ଆସିବ ଦିନେ

ସିଞ୍ଚିଦବ ପ୍ରୀତି ଜଳ ।



Rate this content
Log in

Similar oriya poem from Romance