STORYMIRROR

Gayatri Singh

Drama Romance Inspirational

2  

Gayatri Singh

Drama Romance Inspirational

ତୁମେ

ତୁମେ

1 min
116

ଭଲ ପାଇବାରେ ଡେରି କଲି ବୋଲି ହୃଦୟହିନା କହିଲ,

ମାପିଚୁପି କଥା କହେ ବୋଲି ଫୁଲେଇ ନାଁ ଦେଲ,

 ପ୍ରଗଳ୍ପ ହେଲେ ତାଗିଦ କଲ, 

ସଜେଇ ହେଲେ କହିଲ କଣ ନା' ତୁମେ କେବଳ ମୋର, ସୌନ୍ଦର୍ଯ୍ୟତା ଦେଖିବା ଲୋକର ନୟନରେ ଥାଏ 

ରୂପରେ ନାହିଁ ତୁମର ସଜେଇ ହେବାର ଆବଶ୍ୟକତା ନାହିଁ ସତରେ କଣ ସବୁ ପ୍ରେମିକ ଏମିତି

 ନା' ନିଜର ଜାହିର କରିବାର ଏହା ଏକ କଳା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama