STORYMIRROR

Tapaswini DashSarangi

Romance

3  

Tapaswini DashSarangi

Romance

ତୁମେ

ତୁମେ

1 min
306

ତୁମେ ମୋର ଆଦ୍ୟ ପୁଣି ତୁମେ ମୋର ଅନ୍ତ

ତୁମ ବିନା ଏ ଜୀବନ ବୃନ୍ତଚ୍ୟୁତ ପୁଷ୍ପ।


ତୁମେ ମୋ ଜୀବନର ପରା ସ୍ୱର୍ଣ୍ଣିମ ଆଭା

ତୁମ ବିନା ନାହିଁ କିଛି ଜୀବନର ଶୋଭା।


ତୁମେ ମୋ ଏ ଜୀବନର ଅଟ ମୂକ ସାକ୍ଷୀ

ଏ ଜୀବନ ଶେଷ ହେଉ ତୁମ ମୁହଁ ଦେଖି।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance