Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHINMAYEE PRADHAN

Romance

3  

CHINMAYEE PRADHAN

Romance

ତୁମେ

ତୁମେ

1 min
253


ତୁମେ ହିଁ ମୋର ଫୁଲେଇ ଫଗୁଣ

ତୁମେ ହିଁ ମୋର ଅଦିନେ ଶ୍ରାବଣ

ତୁମ ବିନା ସାଥୀ ଏ ଜୀବନ ଶୂନ୍ୟ

ତୁମେ ମୋର ପାପ ତୁମେ ମୋ ପୁଣ୍ୟ ।


ତୁମେ ହିଁ ମୋର ମେଘ ମଲ୍ଲାର

ତୁମେ ହିଁ ମୋର ସାତ ସଙ୍ଗୀତର ସୁର

ତୁମ ବିନା ସାଥୀ ଅଧୁରା ଜୀବନ

ତୁମେ ମୋର ରାତି ତୁମେ ମୋର ଦିନ ।


ତୁମେ ହିଁ ମୋର ରାଗରାଗିଣୀ

ତୁମେ ହିଁ ମୋର ମଧୁର କାହାଣୀ

ତୁମ ବିନା ଦେଖି ପାରେନା ସପନ

ତୁମେ ମୋ ନିଃଶ୍ୱାସ ତୁମେ ସ୍ପନ୍ଦନ ।


Rate this content
Log in

Similar oriya poem from Romance