Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Abstract

4.0  

Lopamudra Parida

Abstract

ତୁମେ

ତୁମେ

1 min
217



ଗୋଲାପର ପ୍ରତି କଢିରେ 

ମଳୟର ପ୍ରତି ସ୍ପର୍ଶରେ

ହୃଦୟର ପ୍ରତି କୋଣରେ ।।


 ତୁମ ପ୍ରତି ମୁଁ 

ଏକ ଉଷ୍ଣ ଆବରଣ 

ଏକ ଶୀତଳ ସ୍ମୃତି 

ଏକ ଅଭୁଲା ଶିହରଣ ।।


ମୋ ପାଇଁ ତୁମେ

ସୂକ୍ଷ୍ମ ସ୍ମରଣ ର କନକ କିରଣ 

ସ୍ବଚ୍ଛ ସ୍ପଟିକ ମନ

କୁନ୍ଦନ ଫୁଲ ଓ ମଧୁବନ ।।


ଦୁହେଁ ଦୁହିଁଙ୍କ ପାଇଁ 

ହାତରେ ହାତ ଛନ୍ଦି 

ଅସୀମ ଆକାଶ ରେ

ନୀଳିମା କୁ ଛୁଇଁ ଯାଉଥିବା 

ବାସ୍ 

ଦୁଇଟି ମନ ।।



Rate this content
Log in

Similar oriya poem from Abstract