Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ତୁମେ ଯେବେ ଆସ

ତୁମେ ଯେବେ ଆସ

1 min
249



ତୁମେ ଆସିଗଲେ ବସନ୍ତ ଆସଇ

ମଳୟ ବହଇ ଧିରେ

ଅତି ସରାଗରେ କୋଇଲିଟା ଯାଇ

ବସିପଡେ ଆମ୍ବ ଡାଳେ I

ତୁମେ ଆସିଗଲେ ବାଟଭୁଲେ ଋତୁ

ଫୁଲେ ଫୁଲେ ରଙ୍ଗ ଛିଟା

ତୁମପାଇଁ ସଖୀ କାଲୁଆ ପବନ

ଦେହକୁ ଲାଗଇ ମିଠା I

ତୁମେ ଆସିଗଲେ ଶୀତ ସକାଳରେ

କାକର ପଲଟେ ମୁକ୍ତା

ତୁମପାଇଁ ସଖୀ ଆଖିରେ ଆଖିରେ

ଭରିଯାଏ ମାଦକତା I

ତୁମେ ଆସିଗଲେ ମର୍ତ୍ତ୍ୟକୁ ଓହ୍ଲାଏ

ନନ୍ଦନ ବନର ଶିରୀ

ତୁମପାଇଁ ସଖୀ ଅଦିନେ ଦୁନିଆଁ

ଖେଳେ ରଙ୍ଗ ପିଚିକାରୀ I

        


Rate this content
Log in

Similar oriya poem from Romance