STORYMIRROR

Kalandi pal

Abstract

4  

Kalandi pal

Abstract

ତୁମେ ସତ୍ୟ

ତୁମେ ସତ୍ୟ

1 min
444


ହେ ଜଗନ୍ନାଥ.. ହେ ଜଗନ୍ନାଥ..

ତୁମେ ସତ୍ୟ, ସନାତନ

   ତୁମେ ଅକ୍ଷୟ ଶକ୍ତିର ଦୃଷ୍ଟାନ୍ତ l0l


ସତ ଠାରୁ ମିଛ ନୁହଇ ଦୂର

ମିଛ ଶରୀରରେ ସତ୍ୟ ସମ୍ଭାର

ପାର୍ଥିବ ଶରୀର କ୍ଷଣ ଭଙ୍ଗୁର

ସନାତନ ହୋଇ କର ବିହାର

ଅଳିକ ଜୀବନେ କ୍ଷଣିକ ସୁଖରେ

ହୋଇଯାଏ ପ୍ରଭୁ ମୁହିଁ ପତିତ l1l


ଆଲୋକ ଅନ୍ଧାର ନୁହେଁ ଏକାଠି

ପାପ ସହ ପୁଣ୍ୟ କରୁଛ ଗଣ୍ଠି

କେତେ ପାପେ କେତେ ପୁଣ୍ୟର ଗଣ୍ଠି

ଫିଟାଇ କରୁଛ ତାର ସମଷ୍ଟି

ଗୁଣନ ଫେଡ଼ାଣ ଅଙ୍କ କଷି କଷି

ଦେଖାଇଦେଉଛ ନିର୍ଦ୍ଧିଷ୍ଟ ପଥ l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract