Ambuja Mohanty
Romance Classics
ତୁମେ ଅଶାନ୍ତ ସମୁଦ୍ରର ତରଙ୍ଗାୟିତ ଢେଉ
ମୁଁ ଶାନ୍ତ ନଦୀର ଜଳସ୍ତର
ତୁମେ ବାତ୍ୟାର ପବନ ଭଳି ଚଳଚଞ୍ଚଳ
ମୁଁ ମୃଦୁ ମଳୟ ବସନ୍ତର
ତୁମେ ଦୀପାବଳିରେ ଜଳୁଥିବା ଦୀପ
ମୁଁ ସେହି ଦୀପ ତଳର ଅନ୍ଧାର
ତୁମେ ଶୁଷ୍କ ଓଠରେ ଝରୁଥିବା ହସ
ଓ ମୁଁ ସେହି ଶୁଷ୍କ ଓଠ।।
ତୁମେ ଓ ମୁଁ
ମୁଁ ସେହି ଝିଅ ...
ଶୀତ,ସେଦିନ ଓ ଆ...
ପାରିଜାତ
ହେ ଗାନ୍ଧୀ
ତୁମେ
ଆହେ ଭଗ୍ନ କୋଣା...
ମସ୍ତିଷ୍କ ହୃଦୟ...
ସମୁଦ୍ର
ଅଜଣା
ସଖୀ ଗୋ' କି' କହିବି ଶ୍ୟାମ କଥା ସଖୀ ଗୋ' କି' କହିବି ଶ୍ୟାମ କଥା
ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକାରେ ଅପେକ୍ଷାରେ ମଗ୍ନ... ଶ୍ରୀରାଧା ଅନନ୍ୟା ଅସୀମ ପ୍ରେମିକା ଧରା ପୃଷ୍ଠେ ଜନ୍ମ ବେଳେ ମୁଦ୍ରିତ ନୟନେ ଧ୍ୟାନ ସହକା...
କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ଭାବ ରହୁଛି ଅଧା କିଛି ତ ଲୁଚାଇ ନ ଥିଲି ତୁମକୁ ଭାବ ହେଲା ଦିନ ଠାରୁ କାହିଁକି ରହିଛ ଦୂରେଇ ମୋ ଠାରୁ ...
ସୁବାସିତ କରେ ପ୍ରାଣ ମନ ନିତି ପୁଲକ ପ୍ଲାବନ ଖେଳେ ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ ଜୀବନ ଯାପନ କରେ । ସୁବାସିତ କରେ ପ୍ରାଣ ମନ ନିତି ପୁଲକ ପ୍ଲାବନ ଖେଳେ ଆନନ୍ଦ ଉଲ୍ଲାସ ଉଦ୍ଦୀପନା ପୂର୍ଣ୍ଣ ...
ନିରୋଳା ନଅରେ ଅନୁପସ୍ଥିତେ ମୋ ଚୁପି ଚୁପି ହସୁଥିବ ଶ୍ରାବଣ ରାତିର ଅକୁହା ତାତିରେ ସ୍ମୃତିରେ ମହକ ନିରୋଳା ନଅରେ ଅନୁପସ୍ଥିତେ ମୋ ଚୁପି ଚୁପି ହସୁଥିବ ଶ୍ରାବଣ ରାତିର ଅକୁହା ତାତିରେ ସ୍ମୃତ...
ସଫେଦ୍ ପ୍ରେମ ଇଏ ପବିତ୍ର ସମ୍ପର୍କ ଲୋଡ଼େ ନା ବିବାହ ବନ୍ଧନ ।। ସଫେଦ୍ ପ୍ରେମ ଇଏ ପବିତ୍ର ସମ୍ପର୍କ ଲୋଡ଼େ ନା ବିବାହ ବନ୍ଧନ ।।
କିଏ ମାନୁ କି ନ ମାନୁ ମୁଁ ଆଉ ତୁମେ ତଥାପି ଆଦିମ ଆକର୍ଷଣ ।। କିଏ ମାନୁ କି ନ ମାନୁ ମୁଁ ଆଉ ତୁମେ ତଥାପି ଆଦିମ ଆକର୍ଷଣ ।।
ଜୀବନର ସେ ଶେଷ ପାହାଚେ ଝୋଟି ସଦୃଶ ଆମର ପ୍ରତ୍ୟେକଟି ପାଦଚିହ୍ନ କହୁଥିବ ଆମର ପ୍ରତିଟି ସ୍ମୃତି ଚିରନ... ଜୀବନର ସେ ଶେଷ ପାହାଚେ ଝୋଟି ସଦୃଶ ଆମର ପ୍ରତ୍ୟେକଟି ପାଦଚିହ୍ନ କହୁଥିବ ଆମର ପ୍ର...
କବିତା ଗଳ୍ପ ଲେଖନୀର ସୃଜନୀରେ ଆଉ ଜଗନ୍ନାଥଙ୍କ ଆର୍ଶୀବାଦରେ ଏଇ କୋଡିଏ ହଜାର ଏକୋଇଶ ବର୍ଷରେ । କବିତା ଗଳ୍ପ ଲେଖନୀର ସୃଜନୀରେ ଆଉ ଜଗନ୍ନାଥଙ୍କ ଆର୍ଶୀବାଦରେ ଏଇ କୋଡିଏ ହଜାର ଏକୋଇଶ ବର୍...
କେଉଁ ଦିନ ଭାଗ୍ୟ ବଦଳିବ ମୋର ନ ଥିବ ଭୁୁଲ ଠିକଣା । କେଉଁ ଦିନ ଭାଗ୍ୟ ବଦଳିବ ମୋର ନ ଥିବ ଭୁୁଲ ଠିକଣା ।
ବିଜୟ ଉଲ୍ଲାସ ପାଳିବା ବାବୁରେ ସକଳ ରହନ୍ତୁ ଭଲ । ବିଜୟ ଉଲ୍ଲାସ ପାଳିବା ବାବୁରେ ସକଳ ରହନ୍ତୁ ଭଲ ।
ତୁମେ ଚନ୍ଦ୍ରମା ହେଲେ ମୁଁ ପରା କଇଁ ତୁମେ କୃଷ୍ଣ ହେଲେ ମୁଁ ତୁମ ରାଇ। ତୁମେ ଚନ୍ଦ୍ରମା ହେଲେ ମୁଁ ପରା କଇଁ ତୁମେ କୃଷ୍ଣ ହେଲେ ମୁଁ ତୁମ ରାଇ।
ମଧୁବନ ଶୋଭନେ ପ୍ରିୟତମାଙ୍କ ଗହଣେ କାହ୍ନୁ ଯେ ଭାବରେ ବିହଳ ମଧୁବନ ଶୋଭନେ ପ୍ରିୟତମାଙ୍କ ଗହଣେ କାହ୍ନୁ ଯେ ଭାବରେ ବିହଳ
ପ୍ରିୟା ର ସନେଟ୍ ପ୍ରିୟା ର ସନେଟ୍
ଜହ୍ନ, ତୋର ନିଶ୍ଚିତ ଠିକଣା ତ କବିର ଲେଖନୀରେ କବିବର ରାଧାନାଥ ତାଙ୍କ ଚିଲିକା କାବ୍ୟ, ମହାନଦୀରେ ଜ୍ୟୋତ୍ସ୍ନାବ... ଜହ୍ନ, ତୋର ନିଶ୍ଚିତ ଠିକଣା ତ କବିର ଲେଖନୀରେ କବିବର ରାଧାନାଥ ତାଙ୍କ ଚିଲିକା କାବ୍ୟ, ...
ଲୀନହେବାକୁ ତୁମ ନୀଳ ନୀଳେ କେତେ ଯେ ଆକୁଳ ମୁହିଁ ବୁଝି ମୁଁ ପାରୁନି କେବେ ତୁମେ ବୁଝ କେବେ ତୁମେ... ଲୀନହେବାକୁ ତୁମ ନୀଳ ନୀଳେ କେତେ ଯେ ଆକୁଳ ମୁହିଁ ବୁଝି ମୁଁ ପାରୁନି କେବେ ତୁମେ ବୁଝ କେବେ ...
କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ମୁହଁରୁ... କିନ୍ତୁ ତମେ କେବେ ପ୍ରକାଶ କରନା ତମ ସବୁ ଇଚ୍ଛାକୁ ମାରିଦିଅ ତମ ଅସହଜପଣ ସବୁକୁ ବେଶ ସହଜରେ ତମ ...
ପ୍ରେମରେ ନ ଥାଏ କାମନା ବାସନା ପ୍ରେମ ସବୁବେଳେ ସ୍ୱଛ ଦାୟିତ୍ୱବୋଧର ଅନୁଶାସନଟେ ସ୍ୱ।ର୍ଥ ତା ଆଗରେ ତ... ପ୍ରେମରେ ନ ଥାଏ କାମନା ବାସନା ପ୍ରେମ ସବୁବେଳେ ସ୍ୱଛ ଦାୟିତ୍ୱବୋଧର ଅନୁଶାସନଟେ ...
ବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ ପ୍ରିୟର ଦୂରତ୍ବ ତାକୁ ଜାଳେ ନିଜ ପତି ପାଇଁ ଶୁଭ ମନାସିକି ବୃନ୍ଦାବତୀ ପାଖେ ଦୀପ ଜାଳେ। ବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ ପ୍ରିୟର ଦୂରତ୍ବ ତାକୁ ଜାଳେ ନିଜ ପତି ପାଇଁ ଶୁଭ ମନାସିକି ବୃନ୍ଦା...
ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନା ଆଉ ବିଡ଼ମ୍ବନା ! ପ୍ରେମରେ ପ୍ରବଞ୍ଚନା, ନିମିଷେ କରେ କେତେ ଆନମନା, ସଞ୍ଚରିଯାଏ ଏଇ ଆମ ଶିରା-ପ୍ରଶିରାରେ ବିଡ଼ମ୍ବନ...