STORYMIRROR

Lipsa Acharya

Abstract

2  

Lipsa Acharya

Abstract

ତୁମେ ଓ ମୁଁ

ତୁମେ ଓ ମୁଁ

1 min
343

ଲେଖିବା ଏକ ଅଜବ ନିଶା

ତମେ ତାହା ବୁଝିବ କେଉଁଠୁ

ସବୁ ବେଳେ ଅଭିଯୋଗ କର

ମୋ ଠାରୁ କ'ଣ ଅଧିକ ଭାଗ୍ଯବାନ

ତମ ଅସଜଡା ଶବ୍ଦ

ହେଲେ, କେମିତି ବୁଝାଇବି ତମକୁ

ସେ ଶବ୍ଦକୁ ସଜଡି ସୌଧ କରି ଗଡିବାରେ

ତମ ଅଭିମାନର ହାତ ଥାଏ

କିଚ୍ଥି ଉପଦାନ ପାଏ

ତମ ସହିତ କରୁଥିବା ମିଠା ଝଗଡା ରେ

ଯାହାକୁ ତମେ ତିକ୍ତତାର ନାମ ଦଉଚ୍ଥ

ମୁଁ ତ ଝଗଡା କୁ ଚା'ପକ ରେ ସୀମିତ ରଖିଥିଲି

କିନ୍ତୁ ତୁମେ ଆଇନ୍ ଗତ କାଗଜକୁ ବିସ୍ତାର କରିଦେଲ

କାଗଜ ପୃଷ୍ଠାରେ ଲିଖିତ ଶବ୍ଦର ଦଲିଲ୍ 

ଆମ ସମ୍ପର୍କ କୁ ଭାଙ୍ଗି ଦବ

ତା' ଠାରୁ ଭଲଥିଲା 

ମୋ ଭାବନାର ଶବ୍ଦ

ଯେଉଁଠେ କେବଳ ତୁମେ ହିଁ ତୁମେ ଥିଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract