STORYMIRROR

Jyotirmoyee Mohanty

Tragedy

4  

Jyotirmoyee Mohanty

Tragedy

ତୁମେ ନାହଁ ସାଥି...

ତୁମେ ନାହଁ ସାଥି...

1 min
444

ତୁମେ ନାହଁ ସାଥି    

     ମୋ ସାଥେ ଚାଲିବ

          ପାଦେ ମୋ ପାଦ ମିଶାଇ l 


ତୁମେ ନାହଁ ସାଥି 

     ମୋ ସାଥେ ଗାଇବ 

         ମୋ ସୁରେ ସୁର ମିଶାଇ l 


ତୁମେ ନାହଁ ସାଥି  

      ମୋ ସାଥେ ହସିବ 

          ମୋ ଖୁସିରେ ଖୁସି ହୋଇ l 


ତୁମେ ନାହଁ ସାଥି 

     ମୋ ସାଥେ କାନ୍ଦିବ 

          ମୋ ଦୁଃଖରେ ଦୁଖୀ ହୋଇ l 


ତୁମେ ସାଥି ମୋର ଅତି ଆପଣାର 

     ହେଲେ ମୁଁ ପାରିନି ତୁମର ହୋଇ, 

           ତୁମରି ସ୍ମୃତି ହିଁ ଏ ହୃଦୟେ ଜଳୁଛି 

                 ଦୀପ ଶିଖା ଟିଏ ହୋଇ l 

   


Rate this content
Log in

Similar oriya poem from Tragedy