STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ତୁମେ କି'ମୋ ପ୍ରିୟା

ତୁମେ କି'ମୋ ପ୍ରିୟା

1 min
240


ଶୀତେ ଜୁଡୁବୁଡୁ ମୋ' ଦେହ ଥରୁଛି ।

ତୁମେତ ହେଇଛ ଠିଆ ।

ହଳଦୀ ପାଟରେ ସୁନ୍ଦର ଦିଶୁଛ ।

ସତେକି ତୁମେ ମୋ' ପ୍ରିୟା।


ମାଦକ ଭରା ସେ ସପନ କଜ୍ବଳେ।

କେତେ ସପନ କୁ ମାଖି ।

ମନ ଚୋରି କଲା ଅଜାଣତେ ମୋର।

କଜ୍ବଳ ସଜଳ ଆଖି ।

ଆନନ୍ଦରେ ଭରା ଆଖିର ଲୋତକ ।

ଜାଣେ ମନ ଦିଆ ନିଆ ।


ଉଡୁଥିବା ତୁମ ଉଲୁରା କେଶକୁ ।

ଆଛାଦିତ ମୁଖଶ୍ରୀରେ।

ଭାରି ଭଲ ଲାଗ ଟିକେ ରାଗି ଗଲେ ।

ସରାଗେ ଅଭିମାନରେ ।

ଦେଖିଆସୁଛି ମୁଁ କେବେଠୁ ତୁମକୁ।

ମନ ତୁମ ଅଝଟିଆ ।




Rate this content
Log in

Similar oriya poem from Romance