Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swapna Patra

Abstract Romance Tragedy

3  

Sonali Swapna Patra

Abstract Romance Tragedy

ତୁମେ ଚାଲିଗଲା ପରେ

ତୁମେ ଚାଲିଗଲା ପରେ

1 min
130


ତୁମେ ଚାଲିଗଲା ପରେ ପରେ ପ୍ରିୟ

ଜଳେ ମୁହିଁ ଅହରହ,

ଏତେ ପ୍ରେମ ପରେ ସହି ମୁଁ ପାରୁନି

ଆମର ଏହି ବିରହ ।


ଚାଲିଯିବା ଆଗୁ ଦେଇଗଲ ଦୋଷ

କାହିଁକି ଏମିତି କଲ,

ସତ୍ୟତା କୁ ବ୍ୟକ୍ତ କରି ମୁଁ ପାରୁନି

କୋଉଠି ରହିଲା ଭୁଲ୍ ।


ପ୍ରେମ ଥିଲା ଆମ ଅତି ନିବିଡତା

ପଡ଼ିଛି ସେଥିରେ ଭଟ୍ଟା,

କେମିତି ସହିବି ଏତେ ଦୁଃଖ ପ୍ରିୟ

ଲୋକେ କରୁଛନ୍ତି ଥଟ୍ଟା ।


ଦେଖିଯାଅ ଥରେ କେମିତି ଜଳୁଛି

ବିରହ ଜ୍ୱାଳାରେ ମୁହିଁ,

ସତ୍ୟ ଯଦି ଆମ ପ୍ରେମ ହୋଇଥିବ

ଫେରିବ ରହିଛି ଚାହିଁ ।


Rate this content
Log in