STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ତୁମେ ବାଞ୍ଛା କଳ୍ପତରୁ !

ତୁମେ ବାଞ୍ଛା କଳ୍ପତରୁ !

1 min
404

ମାଗୁଣି ମୋହର ସଦା ଅପୁରଣ

ଯେତେ ଦେବ ସେତେ ନେବି ହେ

ପୁରିଗଲା ବୋଲି ମୋ ମନ କାମନା

କେବେ ହେଲେ ନ କହିବି ହେ

ଦାତା ଏକା ଜଣେ ନେବା ଆମେ ପଣେ

ଧନ୍ୟ ଧନ୍ୟ ତୁମ ବଦାନ୍ୟତା

ଅଭାବ ରେ ଭାବ ଯୋଡିଛି ବୋଲି ମୁଁ

ମୁଁ ଭିକାରୀ ତୁମେ ଏକା ଦାତା

ଜଗତେ ଶରଣ ରକ୍ଷଣ ବାନାଟି ତୁମର

ଉଡି ଫର ଫର ଡାକୁଥାଏ

ପତିତ ତାରଣେ ନାମ ତୁମ ଉଚ୍ଚା

ତୋ ସିଂଘ ଦୁଆରେ ଠିଆ ହୁଏ

ଖୋଲିତ ଦେଇଛ ତୁମେ ଚଉବାହା

ଶରଣ ପସିଛି କେବେ ଠାରୁ

ସୀମିତ କରିବ ମୋର ଇଛା ଯେତେ

ଇଛା ମୟ ବାଂଛା କଳ୍ପ ତରୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics