STORYMIRROR

Brundabana Pradhan

Tragedy

2  

Brundabana Pradhan

Tragedy

ତୁମେ ଆସିଲେ

ତୁମେ ଆସିଲେ

1 min
112


ଆଖିର ଲୁହ ସବୁତକ ଜମାଟ ବାନ୍ଧୁଥିବ କି ନ ଥିବ ତାହା ଏକା ତୁମକୁ ଜଣା ସତେ ବୁଦ୍ଧି ହୋଇଯାଉଥିବ ବଣା। 

ନ ଥିବ ପ୍ରେମ ଫ୍ରେମ ଆଖି ଆଗରେ ଭାଷିଯାଉଥିବ ଜୀବନ ର ଜବନିକା କାଳଯମ ନେଇଯାଅ ପ୍ରଭୁ ସୁଖଭ୍ରମ। 

ତମକୁ ତ ପାରେନି ଅନୁଭବ କରି ତଥାପି ଜୀବନକୁ ଧରିଥାଏ ଆବୋରି ବିଜୁଳି ଯେସନେ ଆସ ଧାଇଁ ହଜେଇ ଦେବ ଦିନେଁ ମତେ ଭୁଇଁ। 

ସତେ ତ ତୁମେ କେତେ ସରଳ ତୁମେ ଆସିଲେ ଶୁଭେ କ୍ରନ୍ଦନର ରୋଳ ।

 


Rate this content
Log in

Similar oriya poem from Tragedy