STORYMIRROR

Liza Senapati

Tragedy

3  

Liza Senapati

Tragedy

ମିଛ ତୁ

ମିଛ ତୁ

1 min
11.8K

ଜାଳୁଚି ଦିପାଳି ଆଖିର ଲୁହରେ,

ପ୍ରେମକୁ ମୋର ସଳିତା କରି,

ପ୍ରତାରଣା ର ପର୍ବତ ଶିଖରେ,

ତୁଛ ମଣିଷ ମୁହିଁ,

କେମିତି ବା ପାରିବି ବୁଝି ଛଳନା ତୋ,

ଆଖି ଥାଇ ଅନ୍ଧ ,

ଦେଶୁନାହିଁ ବାଟ ଘାଟ।

ପ୍ରେମ ମିଛ ଦରିଆରେ ଭସେଇ ଦେଲୁ,

ସୁଅ ଯାଏ ବଢ଼ି ପାଉନି ଥଳ କି କୂଳ।

ସୁଖ ଭାବି ପାଦ ଥାପିଲି ଯୋଉଠି,

ମରଣ ରଚିଲୁ ମୋ ପାଇଁ ତୁ ସେଠି,

ବେଇମାନି ହୃଦୟ ଦେଇଗଲା ଧୋକା,

ବେସାହାରା ମୁଁ ହେଲିଣି ପାଗଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Tragedy