Gunanidhi Samal
Tragedy
ଯେବେବି ଅଟକି ଯିବ
ଜୀବନ ନାଟିକା
ଅଭିନୟ କରୁ କରୁ
ଏ' ରଙ୍ଗମଞ୍ଚରେ,
ଅଳପ ସମୟ ଥିବ
ପାହିବାକୁ ରାତି
ଦର୍ଶକ ବାହୁଡ଼ି ଯିବେ
ଯବନିକା ପରେ ।
ଯିବା ଆସିବାର ଏଇ
ଦୁନିଆଁ ଭିତରେ
ଚାହୁଁ ଚାହୁଁ ବହିଯିବ
ସମୟର ନଈ,
କାଲି ଯିଏ ଆସିଥିବ
ଆଜି ଯିବ ଫେରି
ଆଉ କିଛି ଡରୁଥିବେ
ଦେଖି ନିଜ ଛାଇ ।
ପ୍ରମିଜ
ଟେଡ଼ି
ଚକୋଲେଟ
ପ୍ରୋପୋଜ
ରୋଜ
ସୂର୍ଯ୍ୟଙ୍କ ଦା...
ଆଧୁନିକ ସାହିତ୍...
ଅଜା ହୋଇଗଲେ ଖପ...
କବିତା
ଜାଗ ଜନତା ଜାଗ
କାହିଁ ମନ ମାନୁନି ? କାହିଁ ମନ ମାନୁନି ?
ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି । ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି ।
ସନ୍ଧି ସନ୍ଧି
ନିଦରେ ନିଦରେ
ଦାଦନ ଦାନବ ଦାଦନ ଦାନବ
ବିନାଶ କରି ଅସୁର ସୁର କରିଲ ଉଦ୍ଧାର। ସୁରେଶ୍ଵରୀ ଦେବମାତା ବନ୍ଦନୀୟା ଏ ଧରାର।। ଦୁର୍ବଳକୁ ବଳ ଦେଉ ଗରିବକୁ ଧନ।... ବିନାଶ କରି ଅସୁର ସୁର କରିଲ ଉଦ୍ଧାର। ସୁରେଶ୍ଵରୀ ଦେବମାତା ବନ୍ଦନୀୟା ଏ ଧରାର।। ଦୁର୍ବଳ...
ତୁମେ ଗଲାପରେ ଅଛି ବାସ୍ତବରେ ନିଜକୁ ନିଜେ ପଚାରେ ତୁମେ ଗଲାପରେ ବନ୍ଦୀ ପଞ୍ଜୁରୀରେ ନିଜ ଛାଇକୁବି ଡର... ତୁମେ ଗଲାପରେ ଅଛି ବାସ୍ତବରେ ନିଜକୁ ନିଜେ ପଚାରେ ତୁମେ ଗଲାପରେ ବନ୍ଦୀ ପଞ୍ଜୁରୀରେ ...
ସତ୍ୟ ଉନ୍ମୋଚନ କରିବା ସାହିତ୍ୟିକ ର ହେଉ ମୁଖ୍ୟ ପ୍ରସଙ୍ଗ ତା ପରେ ଚିନ୍ତିବା ନୀତି ଆଦର୍ଶ ର ... ସତ୍ୟ ଉନ୍ମୋଚନ କରିବା ସାହିତ୍ୟିକ ର ହେଉ ମୁଖ୍ୟ ପ୍ରସଙ୍ଗ ତା ପରେ ଚିନ୍ତିବା ନ...
ରକତକୁ ଚିହ୍ନି ପାରୁନି ମଣିଷ ନିଜ ଲୋକ ସାତ ପର ନାରୀ ବଶା ନର କାମୂକ କିଙ୍କର ଲୋଭ ହିଂସା ଗୁରୁତର । ରକତକୁ ଚିହ୍ନି ପାରୁନି ମଣିଷ ନିଜ ଲୋକ ସାତ ପର ନାରୀ ବଶା ନର କାମୂକ କିଙ୍କର ଲୋଭ ହିଂସା ଗୁ...
ରହି ଅଛି ବାକି ବାନ୍ଧିବାକୁ ରାଖି ଅପେକ୍ଷା ରେ ଅର୍ଘ୍ୟ ଥାଳି ଲୋତକର ନଈ ନେଇଛି ଭସାଇ ତ ରହି ଅଛି ବାକି ବାନ୍ଧିବାକୁ ରାଖି ଅପେକ୍ଷା ରେ ଅର୍ଘ୍ୟ ଥାଳି ଲୋତକର ନଈ ...
ଭୀରୁ ପ୍ରେମିକାର ବିଳାପ ଭୀରୁ ପ୍ରେମିକାର ବିଳାପ
ବନ୍ଧୁତା ବନ୍ଧୁତା
ସିଂହ ପରି ଥିଲା ପରାକ୍ରମ ଯାର ଥିଲା ଆମ୍ଭ ସିଂହଭୂମି, ଉତ୍କଳର ମଣି ଥିଲା ସିଂହଭୂମି ଆଜି ଶ୍ରୀହୀନଟି ... ସିଂହ ପରି ଥିଲା ପରାକ୍ରମ ଯାର ଥିଲା ଆମ୍ଭ ସିଂହଭୂମି, ଉତ୍କଳର ମଣି ଥିଲା ସିଂହଭୂମି ...
କିଛି ଭଲ ଲାଗୁନି ଭିତରେ କିଏ କୋରୁଛି ମା ସେ କେତେ କଷ୍ଟରେ ଜନ୍ମ ଦେଇ ମଣିଷ କରିଛି ତାର ବଳ ବୟସ ଖସିଲ... କିଛି ଭଲ ଲାଗୁନି ଭିତରେ କିଏ କୋରୁଛି ମା ସେ କେତେ କଷ୍ଟରେ ଜନ୍ମ ଦେଇ ମଣିଷ କରିଛ...
କି ମାୟା ମମତା ମଦେ ଲାଗିିଗଲା ତା'ର ଏହି ଦଶା ହେଲା । କି ମାୟା ମମତା ମଦେ ଲାଗିିଗଲା ତା'ର ଏହି ଦଶା ହେଲା ।
#ମରୀଚିକା# #ମରୀଚିକା#
ଜନ୍ମ କ'ଣ ଏକ ଅପରାଧ ? ଜନ୍ମ କ'ଣ ଏକ ଅପରାଧ ?
ମୁଦ୍ରିତ ନୟନେ ସପନ ରାଇଜେ ସ୍ୱପ୍ନ ସୌଦାଗର ଆସେ, ପରୀକ୍ଷାର ବେଳ ଘନେଇ ଆସୁଛି ବସି କହେ ତାର ପାଶେ । ମୁଦ୍ରିତ ନୟନେ ସପନ ରାଇଜେ ସ୍ୱପ୍ନ ସୌଦାଗର ଆସେ, ପରୀକ୍ଷାର ବେଳ ଘନେଇ ଆସୁଛି ବସି କ...
ଜଗୁନି କହିଲା "ଶୁଖିଲାରେ ଏତେ ପେମ କିଆଁ କିଲୋ ଦାଦି? କାମ ନ'କଲେ ପାଆଞ୍ଚେ ମିଳିବ ? ଥିବ କିଛି କାରସାଦି ।" ଜଗୁନି କହିଲା "ଶୁଖିଲାରେ ଏତେ ପେମ କିଆଁ କିଲୋ ଦାଦି? କାମ ନ'କଲେ ପାଆଞ୍ଚେ ମିଳିବ ? ଥିବ କ...
ବିକୃତ ମାନସିକତାର ଶିକାର ଅମଡାବାଟର ଯେତେ ସବୁ ପଥିକ କେବଳ କହିବାରେ କଥାଟିଏ ହୋଇ ରହିଯାଏ ପ୍ରେମ , ଶାଶ୍ୱତ, ସତ... ବିକୃତ ମାନସିକତାର ଶିକାର ଅମଡାବାଟର ଯେତେ ସବୁ ପଥିକ କେବଳ କହିବାରେ କଥାଟିଏ ହୋଇ ରହିଯାଏ ...