Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Gunanidhi Samal

Tragedy


3  

Gunanidhi Samal

Tragedy


ଅଭିନୟ

ଅଭିନୟ

1 min 11.3K 1 min 11.3K

ଯେବେବି ଅଟକି ଯିବ

ଜୀବନ ନାଟିକା

ଅଭିନୟ କରୁ କରୁ

ଏ' ରଙ୍ଗମଞ୍ଚରେ,

ଅଳପ ସମୟ ଥିବ

ପାହିବାକୁ ରାତି

ଦର୍ଶକ ବାହୁଡ଼ି ଯିବେ

ଯବନିକା ପରେ ।

ଯିବା ଆସିବାର ଏଇ

ଦୁନିଆଁ ଭିତରେ

ଚାହୁଁ ଚାହୁଁ ବହିଯିବ

ସମୟର ନଈ,

କାଲି ଯିଏ ଆସିଥିବ

ଆଜି ଯିବ ଫେରି

ଆଉ କିଛି ଡରୁଥିବେ

ଦେଖି ନିଜ ଛାଇ ।


Rate this content
Log in

More oriya poem from Gunanidhi Samal

Similar oriya poem from Tragedy