Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok Kumar Pradhan

Tragedy

3  

Ashok Kumar Pradhan

Tragedy

ଅଭିଯୋଗ

ଅଭିଯୋଗ

1 min
11.5K


ଶୁଣୁଛ 

ତୁମ ନାଁ ରେ ଅଭିଯୋଗ ଅଛି ! 

କାହା ସନ୍ତାନର ମା ହେବା ପରେ 

ଆଉ କା ସିନ୍ଦୁର ପିନ୍ଧିବା ପରେ, 

ମୁଁ ଭରି ଦେଇଛି ତୁମ ସିନ୍ଥି ll


ଭାବୁଛ 

ବୋଧହୁଏ ମୁଁ ଜାଣିନି କିଛି ! 

ସବୁ ଜାଣିଛି ସବୁ ଶୁଣିଛି ;

କେବଳ ଦୁନିଆ ଦାଣ୍ଡରେ ଚାଲିବ ମଥା ଟେକି, 

ନେଇଛି ଏକ ଦୁର୍ବାର ନିଷ୍ପତ୍ତି ll


ଜାଣିଛ 

ମୋର ତମ ଠୁଁ ନାହିଁ କିଛି ପ୍ରାପ୍ତି, 

ନ ପାଇଲେ ବି ନୂହେଁ ମନେ ଦୁଃଖୀ ;

ଖାଲି ସମାଜକୁ ଦେଖି ଅନୁରୋଧ ଏତିକି 

ମୋ ପରିବାରର କେବେ କରିବନି କ୍ଷତି ll


ଦେଖୁଛ 

ତମେ ଆଗଭଳି ଆଉ ନାହଁ ଅସୁଖୀ, 

ମନେ ହୁଏ ତୁମେ ଏବେ ବହୁତ୍ ଖୁସୀ ;

ତମ ଆଚରଣ ପକ୍ୱତା ଦେଖି ଭାବିଛି 

ବାକି ଜୀବନଟା ତମ ସାଥେ ଯାଉ ବିତି ll


Rate this content
Log in

Similar oriya poem from Tragedy