STORYMIRROR

Ashok Kumar Pradhan

Others

2  

Ashok Kumar Pradhan

Others

କଥାରେ କବିତା

କଥାରେ କବିତା

1 min
3.4K


ଏ ଜୀବନ

ଛକି ଶୁନ 

ଏଠି ଜନମ ତ 

ନିଶ୍ଚୟ ମରଣ ll


ଜନମ ରୁ ଜୁଇ 

ଦିନ ଦୁଇ 

ବାଟ ଏଠି 

ମରୁ ଭୂଇଁ ll


ଦୁଃଖ ପୁଣି 

ସୁଖ ହୋଇ 

ନଦୀ ପରି 

ଯାଏ ବହି ll


କର୍ତ୍ତବ୍ୟ କୁ 

ଶ୍ରେୟ କରି 

ଚଲାପଥ

ଅନୁସରି ll


ସମାଜକୁ 

ଗଢି ନେବି 

କର୍ତ୍ତ୍ୟବ୍ୟ ରେ 

ଆଗେଇବି ll


ବାର୍ଦ୍ଧକ୍ୟ କୁ 

ଦଳି ଦେଇ 

କାର୍ଯ୍ୟ ପଥେ 

ବ୍ରତୀ ହୋଇ ll


ମୃତ୍ୟୁକୁ

ବାଦ ଦେଇ 

ନୂଆ ଦୁନିଆ 

ସ୍ଵପ୍ନ ନେଇ ll


ଚାଲୁଅଛି 

ଚାଲୁଥିବି 

କର୍ତ୍ତବ୍ୟ କୁ 

ଶ୍ରେୟ କରି ll


ଏ ଜୀବନ 

ଯଦି ଦୁଇଦିନ 

କର୍ତ୍ତବ୍ଯ ମୋ 

ସ୍ୱାଭିମାନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍