Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Brundabana Pradhan

Tragedy


3  

Brundabana Pradhan

Tragedy


ଧଉଳି

ଧଉଳି

1 min 11.8K 1 min 11.8K

ପାରେ ନାହିଁ ଭୁଲି 

ହେ ଧଉଳି

ତୋ ଗଉରବ ଯଶ। 

ଚଣ୍ଡ।ଶୋକ ରୁ ଧର୍ମାଶୋକ 

ଯହିଁ ହେଲେ ଅଶୋକ 

ହେ ଧଉଳି

ଭୁଲିହେବନି ତୋ ଗଉରବ ଯଶ ।

ଦୟାନଦୀ ଜଳେ

ବୁହାଇଳ ତୁମେ 

ରକ୍ତର ନୀର ।

ହରାଇଳ କେତେ କେତେ 

କଳିଙ୍ଗ ବୀର

ହେ ଧଉଳି 

ତମେ ଚିର ଅମର। 



Rate this content
Log in

More oriya poem from Brundabana Pradhan

Similar oriya poem from Tragedy