Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Tragedy

3  

PUSPALATA SAHOO

Tragedy

କରୋନା ବନାମ ଅମ୍ପନ

କରୋନା ବନାମ ଅମ୍ପନ

1 min
42


ଦୁହେଁ ଦୁହିଁଙ୍କି ବଳିୟାନ

କିଏ ମୃତ୍ୟୁର ତାଣ୍ଡବ ରଚେ 

ତ କିଏ ବାତ୍ୟାର ତାଣ୍ଡବ 

ସଭିଏଁ ଆସିଛନ୍ତି ଓଡ଼ିଶାକୁ 

ଦେଖାଇ ବାକୁ ନିଜର ପରାକାଷ୍ଠା... ||

କରୋନା ଚାହେଁ ସାମାଜିକ ଦୂରତା 

କିନ୍ତୁ ବାତ୍ୟା ତାର ବିପରୀତ 

ନିଜକୁ ବଞ୍ଚାଇ ବାକୁ ଚାଲେ ଏଠି

ଦୁହିଁଙ୍କ ଭିତରେ ପ୍ରତିଯୋଗିତା 

ମଝିରେ ମଣିଷ ଅଣନିଶ୍ୱାସୀ 

ନା ସେ କରୋନାଠୁ ବଞ୍ଚି ପାରୁଛି 

ନା ସେ ବାତ୍ୟାକୁ ଦୁରେଇ ପାରୁଛି... ||

ପଡୋଶୀ ରାଜ୍ୟ ଦୁଇଟି 

ପଶ୍ଚିମବଙ୍ଗ ଆଉ ଓଡିଶା 

କେହି କାହାକୁ ଛାଡି ନାହାନ୍ତି 

କରୋନା , ଅମ୍ପାନ କୁ ନେଇ 

ପରସ୍ପର ସଜାଗ 

ମହାମାରୀ, ମହାବାତ୍ୟା 

ସବୁ ଏଡାଇ ନିଜକୁ ପ୍ରତିଷ୍ଠିତ 

କରିବାକୁ ଦୃଢ ପ୍ରତିଜ୍ଞା 

ନିଶ୍ଚୟ ଜିତିବେ, ବଞ୍ଚିବେ 

ଆଗାମୀ ଦିନରେ.... 

ମହାପ୍ରଭୁ ସହାୟ ହେବେ

 ଆଶୀର୍ବାଦ ବରଷି ଦେବେ 

ନିଶ୍ଚୟ ସହାୟ ହେବେ.... ||


Rate this content
Log in

Similar oriya poem from Tragedy