STORYMIRROR

Minata Barad

Romance

2  

Minata Barad

Romance

ତୁମେ ଆସିବ ନା’

ତୁମେ ଆସିବ ନା’

1 min
166

ତୁନେ ଆସିବ ନା!

ପୂର୍ଣ୍ଣୀମା ଅମାବାସ୍ଯା ର ସବୁ ରାତିରେ

ଆମେ ବସିବା ଏ ଆକାଶ ଛାତ ତଳେ

ତୁମେ ଆସିବ ନା!

ଆମେ ଗଣିଯିବା ଅଗଣିତ 

ତାରକା ପିଣ୍ଡ ଯେତେ

ସେ ସଂଖ୍ଯାକୁ ଯୋଡିଦବା

ଆମ ପ୍ରେମ ବୟସରେ।

ତୁମେ ଆସିବନା!

ମୁଁ ଅପେକ୍ଷା କରିଥିବି 

ସେଇ ପୁରୁଣା କବିତାର 

ପୁରୁଣା ପଂକ୍ତିରେ ପାଖରେ।

ଯଦି ନ ଆସ

ସମୟ ହେଲେ ଶୁଣି ଯିବ କେବେ

ମୁଁ ଛାଡି ଥିବି କିଛି ସ୍ମୃତି

ତୁମ ସ୍ମୃତି ରେ

ଶୁଣି ସାରି ହସି ଦବ

ସେ ପଂକ୍ତି ସବୁ ଆଉ ଥରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance