STORYMIRROR

Minata Barad

Romance

3  

Minata Barad

Romance

ସବୁ ତ’ ତୁମର

ସବୁ ତ’ ତୁମର

1 min
250

ଏ ପ୍ରେମ ରେ କିଛି ନାହିଁ ମୋର

ମୁଁ ଆଉ ମୋ ପ୍ରେମ

ସବୁ ତ’ ତୁମର

ତେବେ କହିଦବ ଥରେ ମତେ

ମୁଁ କିଏ ତୁମର? 


ବୁଝେଇବ ମତେ ମୋ ଅଧିକାର

ଦେଖେଇବ ମତେ 

କୋଉ ଜାଗା ମୋର

ଶୁଣେଇବ ମତେ 

ମୋ ନାଁ ସହ ଯୋଡି ନାଁ ତୁମର

ତାହାଲେ ମାନିବି 

ତୁମ ପାଇଁ ମୋର ଅର୍ଥ କ’ଣ?


ତୁମ ଭିତରେ ମୁଁ ଦିଶେ କୋଉ ରଂଗ

ତୁମ ପ୍ରେମ ଦାଉ ଦାଉ ନା

ଫିକା ଫଗୁରୁ ଚିମୁଟାଏ

ଯିଏ ପାଣିରେ ମିଶିଲେ ହୁଏ ବେରଂଗ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance