STORYMIRROR

Ghanashyam Biswal

Romance

2  

Ghanashyam Biswal

Romance

ତୁମେ ଆସିବ ବୋଲି

ତୁମେ ଆସିବ ବୋଲି

1 min
152

ମୋହିନୀ ଗୋ ତୁମେ

ମନ ମୋହିନୀ

ପୁଣି

ହୃଦୟର ରାଣୀ ଗୋ ତୁମେ

ମୋ ସୁନା ହରିଣୀ

ଆସିବ ବୋଲି ଗୋ

ଦେଖୁନ

ବସନ୍ତ ହେଉଛି ସଜେଇ

ସରଗୀ ପାରିଜାତକୁ ଦେଇଛି ନିଉତା

ମହକି ବ ତୁମେ

ଆଉ ତୁମ ଚଲାପଥ ପୁଣି

ଶ୍ରାବଣର ରୂପା ବୁନ୍ଦାମାନେ

ଫୁଲ ହୋଇ ବରଷିବେ

ହସି ହସି

ପ୍ରେମ ଗୀତି ଗାଇ ଗୋ

ଅଭିନନ୍ଦନ କରିବେ ପୁଣି

ଫଗୁଣର ରଙ୍ଗିଲା ରଙ୍ଗସବୁ

ଖେଳିବେ ପ୍ରେମ ଓ ପ୍ରୀତିର ହୋଲି

ଖାଲି

ହଁ ତୁମେ ଆସିବ ବୋଲି


Rate this content
Log in

Similar oriya poem from Romance